ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ର କ୍ଷେତ୍ରଫଳ ହେଲା ପ୍ରାୟ ୭,୯୨୦ ବର୍ଗ କିଲୋମିଟର । ଏହି କ୍ଷେତ୍ରଫଳ ଉତ୍ତର ଅକ୍ଷାଂଶ ୧୯.୧୭୫୪୮୯ଂ ରୁ ୨୦.୪୫୪୫୧୭ଂ ଏବଂ ପୂର୍ବ ଦ୍ରାଘିମା ୮୨.୬୧୭୭୬୭ଂ ରୁ ୮୩.୭୯୪୮୭୪ଂ ମଧ୍ୟ ରେ ଅବସ୍ଥିତ । ଏହି ଜିଲ୍ଲା ଦକ୍ଷିଣ-ପଶ୍ଚିମ ଓଡିଶା ରେ ଅବସ୍ଥିତ ଅଟେ । ଏହାର ଉତ୍ତର-ପଶ୍ଚିମ ଦିଗରେ ବଲାଙ୍ଗିର ଜିଲ୍ଲା ଏବଂ ନୂଆପଡା ଜିଲ୍ଲା ଅଛି ଓ ଦକ୍ଷିଣ ଦିଗରେ ନବରଙ୍ଗପୁର ଜିଲ୍ଲା , କୋରାପୁଟ ଜିଲ୍ଲା ଓ ରାୟଗଡା ଜିଲ୍ଲା ଅବସ୍ଥିତ । ପଶ୍ଚିମ ରେ ଛତିଶଗଡ ରାଜ୍ୟ ଉତ୍ତର ରେ ବୌଦ ଏବଂ ଉତ୍ତର-ପୂର୍ବ ରେ କନ୍ଧମାଳ ଜିଲ୍ଲା ଅଛି ।

ଅଧିକ ପଢନ୍ତୁ …..

ଶ୍ରୀ ଅଞ୍ଜନ କୁମାର ମାଣିକ
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅଞ୍ଜନ କୁମାର ମାଣିକ , ଆଇ .ଏ. ଏସ.