ଜିଲ୍ଲା ର ମୁଖ୍ୟ ରେଳ ଷ୍ଟସନ ଗୁଡିକ ହେଲା ଜୁନାଗଡ ରୋଡ , ଭବାନୀପାଟଣା , କେଶିଙ୍ଗା ,ନର୍ଲା କିନ୍ତୁ ଲାଞ୍ଜିଗଡ ଯିବାକୁ ହେଲେ ରାୟଗଡ଼ା ଜିଲ୍ଲା ର ଅମ୍ବାତୋଳା ରେଳ ଷ୍ଟେସନ ପାଖ ପଡେ । ଅମ୍ବାତୋଳା ରେଳ ଷ୍ଟେସନ, ବିଶ୍ଵନାଥପୁର ଠାରୁ ମାତ୍ର ୨.୫ କିମି । ପାଖ ଏୟାର ପୋର୍ଟ ଗୁଡିକ ହେଲା ଭୁବନେଶ୍ଵର ( ୪୧୮ କି. ମି. ) , ରାୟପୁର (୨୬୧ କି.ମି.) , ବିଶାଖାପାଟଣା । କଳାହାଣ୍ଡି ରୁ ବିଭିନ୍ନ ଜିଲ୍ଲା ଓ ସହର କୁ ପ୍ରତି ଦିନ ବସ ସେବା ର ସୁବିଧା ଅଛି । ଯଥା କୋରାପୁଟ , ଗଞ୍ଜାମ ,କଟକ, ଭୁବନେଶ୍ବର । ଓଡିଶା ସରକାର ଙ୍କ ଓ.ଏସ.ଆର.ଟି.ସି. ତଥା ଅଣ ସରକାରୀ ବସ ସେବା ର ସୁବିଧା ଅଛି ।
ଭୁବନେଶ୍ୱର ରୁ ଭବାନୀପାଟଣା | ରାୟପୁର ରୁ ଭବାନୀପାଟଣା |
---|---|