ବନ୍ଦ କରନ୍ତୁ

କିଭଳି ପହଁଞ୍ଚିବେ

ଜିଲ୍ଲା ର ମୁଖ୍ୟ ରେଳ ଷ୍ଟସନ ଗୁଡିକ ହେଲା ଜୁନାଗଡ ରୋଡ , ଭବାନୀପାଟଣା , କେଶିଙ୍ଗା ,ନର୍ଲା  କିନ୍ତୁ ଲାଞ୍ଜିଗଡ ଯିବାକୁ ହେଲେ ରାୟଗଡ଼ା ଜିଲ୍ଲା ର ଅମ୍ବାତୋଳା ରେଳ ଷ୍ଟେସନ ପାଖ ପଡେ  । ଅମ୍ବାତୋଳା ରେଳ ଷ୍ଟେସନ,   ବିଶ୍ଵନାଥପୁର ଠାରୁ ମାତ୍ର ୨.୫  କିମି   । ପାଖ  ଏୟାର ପୋର୍ଟ ଗୁଡିକ ହେଲା ଭୁବନେଶ୍ଵର ( ୪୧୮ କି. ମି. ) , ରାୟପୁର (୨୬୧ କି.ମି.)  , ବିଶାଖାପାଟଣା । କଳାହାଣ୍ଡି ରୁ ବିଭିନ୍ନ ଜିଲ୍ଲା ଓ ସହର କୁ ପ୍ରତି ଦିନ ବସ ସେବା ର ସୁବିଧା ଅଛି । ଯଥା କୋରାପୁଟ , ଗଞ୍ଜାମ ,କଟକ, ଭୁବନେଶ୍ବର । ଓଡିଶା ସରକାର ଙ୍କ ଓ.ଏସ.ଆର.ଟି.ସି. ତଥା ଅଣ ସରକାରୀ ବସ ସେବା ର ସୁବିଧା ଅଛି ।

ପ୍ରମୁଖ ସହରକୁ ସଡକ ପଥ ରେ ଯୋଗାଯୋଗ ର ମାନଚିତ୍ର
ଭୁବନେଶ୍ୱର ରୁ ଭବାନୀପାଟଣା  ରାୟପୁର ରୁ ଭବାନୀପାଟଣା
ଭୁବନେଶ୍ୱର ରୁ ଭବାନୀପାଟଣା ଭାୟା ନୟାଗଡ

ଭୁବନେଶ୍ୱର – ଭବାନୀପାଟଣା

ରାୟପୁର ରୁ ଭବାନୀପାଟଣା

ରାୟପୁର – ଭବାନୀପାଟଣା