କ୍ର ନ. | ନାମ |
---|---|
୧ | ୧୧-କଳାହାଣ୍ଡି |
ଟିପ୍ପଣୀ :-
୧୧-କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲ୍ଲା ର ସମସ୍ତ ପାଞ୍ଚୋ ଗୋଟି ରାଜ୍ୟ ସଭା ନିର୍ବାଚନ ମଣ୍ଡଳୀ ଓ ନୂଆପଡା ଜିଲ୍ଲା ର ଦୁଇଟି ରାଜ୍ୟ ସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଗଠିତ । ଅର୍ଥାତ ସମ୍ପୂର୍ଣ କଳାହାଣ୍ଡି ଓ ନୂଆପଡା ଜିଲ୍ଲା କୁ ନେଇ ଗଠିତ ।
କ୍ର ନ. | ନାମ |
---|---|
୧ | ୦୭୭-ଲାଞ୍ଜିଗଡ଼ (ଏସ୍ଟି) |
୨ | ୦୭୮-ଜୁନାଗଡ |
୩ | ୦୭୯-ଧର୍ମଗଡ |
୪ | ୦୮୦- ଭବାନୀପାଟଣା (ଏସି ) |
୫ | ୦୮୧-ନର୍ଲା |