ନ୍ୟାୟାଳୟ
କଳାହାଣ୍ଡି -ନୂଆପଡା ବିଚାର ମଣ୍ଡଳ-କ୍ଷେତ୍ର ତା ୨୮.୦୨.୧୯୮୨ ରିଖ ରେ ବଲାଙ୍ଗୀର-କଳାହାଣ୍ଡି ବିଚାର ମଣ୍ଡଳ-କ୍ଷେତ୍ର ଠାରୁ ଅଲଗା ହୋଇଥିଲା ଏବଂ ତା ୨୮.୦୨.୧୯୮୨ ରିଖ ଠାରୁ କାର୍ଯ୍ୟ କ୍ରମ ଆରମ୍ଭ କରିଥିଲା । ପରେ ତା ୦୭.୦୭.୨୦୧୨ ରିଖ ରେ ନୂଆପଡା ବିଚାର ମଣ୍ଡଳ-କ୍ଷେତ୍ର କଳାହାଣ୍ଡି ରୁ ପୃଥକ ହୋଇଥିଲା ।
ନିମ୍ନ ଲିଖିତ ନ୍ୟାୟାଳୟ ଗୁଡିକ କଳାହାଣ୍ଡି ବିଚାର ମଣ୍ଡଳ-କ୍ଷେତ୍ର ମଧ୍ୟ ରେ ଆସୁଛି ।
- ଜିଲ୍ଲା ଓ ଦୌରା ନ୍ୟାୟାଧୀଶ. କଳାହାଣ୍ଡି , ଭବାନୀପାଟଣା
- ଅତିତିକ୍ତ ଜିଲ୍ଲା ନ୍ୟାୟାଧୀଶ ଓ ବିଶେଷ ନ୍ୟାୟାଧୀଶ ( ଭିଜିଲାନ୍ସ )
- ଅତିତିକ୍ତ ଜିଲ୍ଲା ଓ ଦୌରା ନ୍ୟାୟାଧୀଶ, କଳାହାଣ୍ଡି , ଭବାନୀପାଟଣା
- ନ୍ୟାୟାଧୀଶ, ପାରିବାରିକ ନ୍ୟାୟାଳୟ , କଳାହାଣ୍ଡି , ଭବାନୀପାଟଣା
- ଅତିତିକ୍ତ ଜିଲ୍ଲା ଓ ଦୌରା ନ୍ୟାୟାଧୀଶ, କଳାହାଣ୍ଡି , ଧର୍ମଗଡ
- ମୁଖ୍ୟ ନ୍ୟାୟାଧୀକ ବିଚାରପତି , କଳାହାଣ୍ଡି , ଭବାନୀପାଟଣା
- ସହୟାୟକ ଦୌରା ନ୍ୟାୟାଧୀଶ (ଏସ.ଟି.ସି.) ଓ ରେଜିଷ୍ଟାର ନାଗରିକ ନ୍ୟାୟାଳୟ ,କଳାହାଣ୍ଡି , ଭବାନୀପାଟଣା
- ନାଗରିକ ନ୍ୟାୟାଧୀଶ ( ବାରିଷ୍ଟ ବିଭାଗ ), କଳାହାଣ୍ଡି , ଭବାନୀପାଟଣା
- ନାଗରିକ ନ୍ୟାୟାଧୀଶ ( ବାରିଷ୍ଟ ବିଭାଗ ),କଳାହାଣ୍ଡି , ଧର୍ମଗଡ
- ଉପଖଣ୍ଡ ଅଦାଲତ ବିଚାରପତି ,କଳାହାଣ୍ଡି , ଭବାନୀପାଟଣା
- ଉପଖଣ୍ଡ ଅଦାଲତ ବିଚାରପତି ,କଳାହାଣ୍ଡି , ଧର୍ମଗଡ
- ୧୨. ନାଗରିକ ନ୍ୟାୟାଧୀଶ ( କନିଷ୍ଟ ବିଭାଗ ) ଓ ଜେ.ଏମ.ଏଫ.ସି., କଳାହାଣ୍ଡି , ଭବାନୀପାଟଣା
- ୧୩. ଜେ.ଏମ.ଏଫ.ସି., କଳାହାଣ୍ଡି , ଜୟପାଟଣା
- ୧୪. ଜେ.ଏମ.ଏଫ.ସି., କଳାହାଣ୍ଡି , ମାଦାନପୁର ରାମପୁର ।
- ୧୫. ନ୍ୟାୟାଧୀକାରୀ, ଗ୍ରାମ ନ୍ୟାୟାଳୟ , ଜୁନାଗଡ
- ୧୬. ଜେ.ଏମ.ଏଫ.ସି., କଳାହାଣ୍ଡି , କେସିଙ୍ଗା ।