ବିଭାଗ

ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଯୋଗା ଯୋଗ ନମ୍ବର
କ୍ର.ନ ପଦବୀ ଫୋନ ନମ୍ବର
ସି.ଡି.ଏମ.ଓ . ୯୪୩୯୯୮୦୦୦୦
ଏ.ଡି.ଏମ.ଓ . (ମେଡି.) ୯୪୩୯୯୮୦୦୦୧
ଏ.ଡି.ଏମ.ଓ .( ଏଫ ଡବ୍ଲୁ ) ୯୪୩୯୯୮୦୦୦୨
ଏ.ଡି.ଏମ.ଓ .(ପି. ଏଚ ) ୯୪୩୯୯୮୦୦୦୭
ଏସ.ଡି.ଏମ.ଓ. ୯୪୩୯୯୮୦୩୯୬
ଡି.ଏମ-ଆରସିଏଚ ୯୪୩୯୯୮୦୦୦୯
7 ଏପିଡେମିଓଲୋଜିଷ୍ଟ-ଆଇ.ଡି.ଏସ.ପି ୯୪୩୯୯୯୪୫୨୨
ଡିଟିଓ ୯୪୩୯୯୮୦୧୪୨
ଡାକ୍ତରଖାନା ପରିଚାଳକ ୯୪୩୯୯୮୦୦୦୪
୧୦ ଡି.ପି.ଏମ ୯୪୩୯୯୮୦୦୦୮
୧୧ ଦାମ ୯୪୩୯୯୮୦୦୦୬
୧୨ ଡି.ଡି.ଏମ ୯୪୩୯୯୮୦୦୦୩
୧୩ ଡ ଏ ସି ୯୪୩୯୯୯୮୩୨୩
୧୪ ଡି ଭି ଏଲ ଏମ ୯୪୩୯୯୯୪୫୧୧
୧୫ ଭି.ବି.ଡି କନ୍ସଲଟାଣ୍ଟ ୯୪୩୯୯୮୯୯୪୪
୧୬ ଡି.ଇ.ଓ -ଆଇ.ଡି.ଏସ.ପି ୯୪୩୯୯୮୦୩୪୮
୧୭ ଏ.ଏମ.-ଜି.କେ.ଏସ. ୯୪୩୯୯୮୦୩୩୩
୧୮ ଡି.ଇ.ଓ-ଡି.ଡି.ଏମ. ସହାୟକ ୯୪୩୯୯୮୦୩୬୮
୧୯ କାର୍ଯ୍ୟକ୍ରମ ସଂଯୁକ୍ତ – ଜିଲ୍ଲା ୯୪୩୯୯୮୦୪୨୧
୨୦ ଏସ.ଆଇ ୯୪୩୯୯୯୮୩୨୧
୨୧ ଡାଟା ପରିଚାଳକ-ଆଇ.ଡି.ଏସ.ପି ୯୪୩୯୯୮୦୩୪୫
୨୨ ଡି.ପି.ଏମ.ଇଉ ଏକାଉନଟାନ୍ଟ ୯୪୩୯୯୯୪୫୧୦
୨୩ କାର୍ଯ୍ୟାଳୟ ସହାୟକ ୯୪୩୯୯୮୦୦୧୩
୨୪ କୋଲ୍ଡ ଚୈନ ଟେକ୍ନିସିଆନ ୯୪୩୯୯୮୦୦୧୧
୨୫ କନିଷ୍ଠ ଯନ୍ତ୍ରି ୯୪୩୯୯୯୦୧୬୬
୨୬ ଫଅର୍ମାସିଷ୍ଟ- କେନ୍ଦିୟ ଭଣ୍ଡାର ୯୪୩୯୯୯୪୯୭୮
୨୭ ଡି.ପି.ଏଚ.ସି.ଓ. ୯୪୩୯୯୮୦୦୧୦
୨୮ କାର୍ଯ୍ୟାଳୟ ସହାୟକ ୯୪୩୯୯୮୦୧୫୬
ଏଲ.ଏଚ.ଭି. ର ଯୋଗା ଯୋଗ ନମ୍ବର
କ୍ର.ନ ଏଲ.ଏଚ.ଭି. ଫୋନ ନମ୍ବର
ବନ ପୁର ୮୮୯୫୦୮୮୮୯୫
ବୋର୍ଡ ୯୪୩୯୯୮୦୨୦୯
ଚପୁରିଆ ୯୪୩୯୯୮୦୩୯୭
ଜୟପାଟଣା ୯୪୩୯୯୮୦୧୪୦
ଜୁନାଗଡ ୯୪୩୯୯୮୦୧୭୭
କଳମପୁର ୯୪୩୯୯୮୦୧୪୩
କରଲାମୁଣ୍ଡା ୯୪୩୯୯୮୦୪୮୮
କୋକସରା ୯୪୩୯୯୯୮୨୭୭
ମ .ରାମପୁର ୯୪୩୯୯୮୦୦୭୫
୧୦ ନର୍ଲା ୯୪୩୯୯୮୦୧୦୨
୧୧ ପାର୍ଲ ୯୪୩୯୯୮୦୪୩୬
୧୨ ପଶ୍ଟିକୁଡ଼ି ୯୪୩୯୯୮୦୦୩୨
୧୩ ଥ .ରାମପୁର ୮୬୫୮୧୭୫୯୯୮
୧୪ ପି.ପି.ସି. ଭବାନୀପାଟଣା ୮୭୬୩୬୩୭୩୧୧
୧୫ ପି.ପି.ସି. ଧର୍ମଗଡ଼ ୮୪୫୭୮୮୬୨୨୯
୧୬ ପି.ପି.ସି. ଜୁନାଗଡ ୯୪୩୯୯୮୦୨୯୩
ଅନ୍ୟାନ୍ନ ଚିକିତ୍ସାଳୟ ର ଯୋଗା ଯୋଗ ନମ୍ବର
କ୍ର.ନ ଚିକିତ୍ସାଳୟ ଫୋନ ନମ୍ବର ପଦବୀ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ୯୪୩୯୯୮୦୦୦୧ ଏ.ଡି.ଏମ.ଓ . (ମେଡି.)
ଜିଲ୍ଲା ଉପ ଚିକିତ୍ସାଳୟ ଧର୍ମଗଡ ୯୪୩୯୯୮୦୩୯୬ ଏସ.ଡି.ଏମ.ଓ.
ଶରକାରୀ TB ଚିକିତ୍ସାଳୟ ଉଦିତନାରାୟଣପୁର 9437340653 ସୁପରିଟେନଡେନଟ
ଗୋଷ୍ଠୀ ଚିକିତ୍ସାଳୟ ବୋର୍ଡା ୯୪୩୯୯୮୦୧୭୫ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
ଗୋଷ୍ଠୀ ଚିକିତ୍ସାଳୟ ପର୍ଲା ୯୪୩୯୯୮୦୪୨୩ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
ଗୋଷ୍ଠୀ ଚିକିତ୍ସାଳୟ ଜୟପଟଣା ୯୪୩୯୯୮୦୧୩୪ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
ଗୋଷ୍ଠୀ ଚିକିତ୍ସାଳୟ ଚପୁରିଆ ୯୪୩୯୯୧୮୫୪୮ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
ଗୋଷ୍ଠୀ ଚିକିତ୍ସାଳୟ ଜୁନାଗଡ ୯୪୩୯୯୮୦୨୬୦ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
ଗୋଷ୍ଠୀ ଚିକିତ୍ସାଳୟ ଚିଲିଗୁଡା ୭୦୦୮୦୩୭୯୮୫ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
ଗୋଷ୍ଠୀ ଚିକିତ୍ସାଳୟ କଲମପୁର ୯୪୩୯୯୮୦୧୩୫ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୦ ଗୋଷ୍ଠୀ ଚିକିତ୍ସାଳୟ କର୍ଲାମୁଣ୍ଡା ୯୪୩୯୯୮୦୪୫୮ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୧ ଗୋଷ୍ଠୀ ଚିକିତ୍ସାଳୟ ପାସ୍ତିକୁଡି ୯୪୩୯୯୮୦୦୧୨ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୨ ଗୋଷ୍ଠୀ ଚିକିତ୍ସାଳୟ କେସିଙ୍ଗା ୯୪୩୯୯୮୦୦୨୬ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୩ ଗୋଷ୍ଠୀ ଚିକିତ୍ସାଳୟ କୋକସରା ୯୪୩୯୯୯୮୨୬୮ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୪ ଗୋଷ୍ଠୀ ଚିକିତ୍ସାଳୟ ବିଶ୍ଵନାଥପୁର ୯୪୩୯୯୮୦୩୨୧ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୫ ଗୋଷ୍ଠୀ ଚିକିତ୍ସାଳୟ ଲାଞ୍ଜିଗଡ ୮୯୮୪୬୯୮୪୭୨ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୬ ଗୋଷ୍ଠୀ ଚିକିତ୍ସାଳୟ ମଦନପୁର ରାମପୁର ୯୪୩୯୯୮୦୦୫୬ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୭ ଗୋଷ୍ଠୀ ଚିକିତ୍ସାଳୟ ନର୍ଲା ୯୪୩୯୯୮୦୦୮୭ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ
୧୮ ଗୋଷ୍ଠୀ ଚିକିତ୍ସାଳୟ ଥୁଆମୂଳ ରାମପୁର ୯୪୩୯୯୮୦୪୯୦ ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ

ଲକ୍ଷ୍ୟ ଏବଂ ଅଭିପ୍ରାୟ :

ଏହା ର ଲକ୍ଷ୍ୟ ଏବଂ ଅଭିପ୍ରାୟ ହେଉଛି କଳାହାଣ୍ଡି ମଣ୍ଡଳ ର ବିଦ୍ୟାଳୟ ରେ ଉଚ୍ଚ କୋଠିର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସେକେଣ୍ଡାରୀ ବିଦ୍ୟାଳୟ ର ସଂସ୍ଥାପଙ୍କୁ କୁ ମଧ୍ୟ ନିୟନ୍ତ୍ରଣ କରୁଛି ।

ଉଦେଶ୍ୟ ଓ ଦ୍ରୁଷ୍ଟି କୋଣ :

  • ଶିକ୍ଷା ର ସାର୍ବଭୌମିକ ଲକ୍ଷ ହାସଲ କରିବା ।
  • ବିଦ୍ୟାଳୟର ପାଠପଢା ଅଧା ରୁ ଛାଡିବା କୁ ବନ୍ଦ କରିବା ।
  • ବିଦ୍ୟାଳୟର ଭିତ୍ତି ଭୂମି ବିକାଶ ।
  • ଚାକିରି କାଳ ସମୟରେ ବିବିନ୍ନ ପ୍ରଶିକ୍ଷଣ ଦ୍ଵାରା ଶିକ୍ଷକ ମାନଙ୍କର ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି କରିବା ।
  • ୬ ରୁ ୧୪ ବର୍ଷ ବୟସ ର ପିଲାମାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଇଦେବା ।

ସଂକ୍ଷିପ୍ତ ଇତିହାସ ଓ ପୃଷ୍ଠଭୂମି

କଳାହାଣ୍ଡି ଶିକ୍ଷା ମଣ୍ଡଳ ୧୪.୮.୧୯୭୫ ଠାରୁ କଳାହାଣ୍ଡି ଓ ନୂଆପଡା ଜିଲ୍ଲା କୁ ନେଇ ଗଠିତ ।ବର୍ତ୍ତମାନ ଦୁଇଟି ସଜସ୍ଵ ଜିଲ୍ଲା , କଳାହାଣ୍ଡି ଓ ନୂଆପଡା ର ୪୩୩ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରୁଛି ।

ନାଗରିକ ସମ୍ପର୍କ

ନିୟମ ଅନୁଯାଇ ପି. ଟି. ଏ. , ଏମ. , ବିଦ୍ୟାଳୟ କମିଟି ଗଠନ କରାଯାଇଛି । ଉତ୍ତମ ଶିକ୍ଷା ର ଉରନ୍ନତି ପାଇଁ ଅଭିଭାବକ ମାନଙ୍କ ସଙ୍ଗେ ବିଭିନ୍ନ ବୈଠକ କରାହୁଏ ।

ମୁଖ୍ୟ କାର୍ଯ୍ୟାଳୟ ର ଡାକ ଠିକଣା

ପ. ଭବାନୀପାଟଣା
ଜି. କଳାହାଣ୍ଡି

କାର୍ଯ୍ୟାଳୟ ର କାର୍ଯ୍ୟ କରିବା ସମୟ

ସକାଳ ୧୦ ଘଟିକା ରୁ ସନ୍ଧ୍ଯା ୫ ଘଟିକା ପର୍ଯ୍ୟନ୍ତ । ଅଧ ଘଣ୍ଟା ମଧ୍ୟାନ ଭୋଜନ ବିରତି । ଖରା ଦିନେ ସକାଳ ୭ ଘଟିକା ରୁ ଅପରାହ୍ନ ୧ ଘଟିକା , କୌଣସି ବିରତି ବିନା ।

ସର୍ବଶିକ୍ଷା ଅଭିଯାନ , କଳାହାଣ୍ଡି

ବର୍ତ୍ତମାନ ର ପ୍ରଶାସନିକ ବିଭାଗ :

  • ଉପ – ଯୋଜନା ଅନର୍ଗତ ଗୋଷ୍ଠୀ – ୦୨ ( ଲାଞ୍ଜିଗଡ ଓ ଥୁଆମୂଳ ରାମପୁର )
  • ବି ଇ ଓ କର୍ଜୟାଳୟ ସଂଖ୍ୟା : ୧୩
  • ବି ଆର ସି ଏସ ସଂଖ୍ୟା : ୧୩
  • ସି ଆର ସି ଏସ ସଂଖ୍ୟା :୨୦୫
  • ଜନସଂଖ୍ୟା ସାନ୍ଦ୍ରତା : ୧୬୯
  • ଳିଙ୍ଗ ଅନୁପାତ : ୧୦୦୦
  • ସହର ଲୋକସଂଖ୍ୟା ର ପ୍ରତିଶତ : ୬.୯୧ , ୱାର୍ଡ ସଂଖ୍ୟା :୩୯

ଅଧିକ…..(PDF 636 KB)

ପ୍ରାଣୀ ସମ୍ପଦ ବିଭିନ୍ନ କାର୍ଯ୍ୟକ୍ରମ

ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଆଭିମୁଖ୍ୟ

  1. ଗ୍ରାମ୍ୟ ଅର୍ଥନୀତି ର ବିକାଶ ପାଇଁ ପ୍ରାଣୀ ସମ୍ପଦ ଦ୍ଵାରା ଲୋକଙ୍କୁ ନିରନ୍ତର ଜୀବନ ଜୀବିକା ନିର୍ବାହ ଓ ଅର୍ଥ ଉପାର୍ଜନ ପାଇଁ ସୁଯୋଗ ସ୍ତୃଷ୍ଟି କରିବା ।
  2. ଚାଷୀ ର ଦ୍ଵାର ଦେଶରେ ଉତ୍ତମ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ।
  3. ବାଡି ଅଗଣା ରେ କୁକୁଡା ଚାଷ କୁ ଗ୍ରାମାଞ୍ଚଳ ରେ ଅଧିକ ଜନପ୍ରିଯ କରିବା ।
  4. ସ୍ୱଳ୍ପ ଖର୍ଚ ରେ ଦୁଗ୍ଧ ଚାଷ ପାଇଁ ଗାଈ ଗୋରୁ ଙ୍କୁ ଖାଦ୍ୟ ଉପଲବ୍ଧ କରିବା ।
  5. ଆତ୍ମନିର୍ଭରଶୀଳ ହେବା ପାଇଁ ଅଧିକ କ୍ଷୀର , ମାଂସ ଓ ଅଣ୍ଡା ଉତ୍ପାଦନ କରିବା ।
  6. ପ୍ରତି ମୁଣ୍ଡ ପିଛା କ୍ଷୀର , ମାଂସ , ଅଣ୍ଡା ଓ କୁକୁଡା ମାଂସ ଉପଲବ୍ଧ କରିବା ।
  7. କ୍ଷୁଦ୍ର , ମଧ୍ୟମ ଓ ଭୂମିହୀନ ଚାଷୀ ପାଇଁ ଦୁଗ୍ଦ ବ୍ୟବସାୟ କରି ଜୀବନ ଜୀବିକା ନିର୍ବାହ ନିମିତ୍ତ ଆର୍ଥିକ ସମ୍ବନ୍ଧ କୁ ଦୃଢୀଭୂତ କରିବା
  8. ପ୍ରାଣୀ ଯଥା ଛେଳି, ମେଣ୍ଢା ,ଘୁଷୁରି ଓ କୁକୁଡା ପ୍ରଭୃତି ଙ୍କ ଉତ୍ପାଦ ବୃଦ୍ଧି ପାଇଁ ଚାଷୀ ମାନଙ୍କୁ ସମର୍ଥ କରିବା

ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା

  1. ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା : ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ୧୦ ଜୁଲାଇ ୨୦୧୧ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ର ଜୟପୁର ଠାରେ ଶୁଭାରମ୍ଭ କରି ଥିଲେ ।
  2. ପ୍ରତ୍ୟେକ ବ୍ଲକରେ ମାସକୁ ୨୦ ଦିନ ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ଦୁର୍ଗମ୍ୟ ଅଞ୍ଚଳ ରେ ଯୋଗାଇ ଦିଆ ଯାଉଛି। ଏହା ଦ୍ଵାରା ଚାଷୀ ଭାଇ ମାନେ ନିଜ ଅଞ୍ଚଳରେ ଓ ନିଜ ଘର ପାଖରେ ସମସ୍ତ ସେବା ପାଇ ପାରୁଛନ୍ତି।
  3. ଦୁଗ୍ଧଶାଳା ର ବ୍ୟବସାଇକରଣ କୁ ଉତ୍ସାହିତ କରିବା (PDE/DEDS) : ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ ୨- ୧୦ ଗୋଟି ଶଙ୍କର ଜାତୀୟ ଗାଈ/ ମଇଁଷି ପାଇଁ ବ୍ୟାଙ୍କ ସହାୟତାରେ ଋଣ କରି ୨୫- ୩୩% ରିହାତି ପାଇ ପାରିବେ। ସବିଶେଷ ବିବରଣୀ ପାଇଁ ଆଗ୍ରହୀ ଚାଷୀ ଭାଇ/ ଭଉଣୀ ମାନେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସହିତ ଯୋଗାଯୋଗ କରନ୍ତୁ।
  4. ବାଛୁରୀ ପାଳନ କାର୍ଯ୍ୟକ୍ରମ (CRP) : ଶଙ୍କର ଜାତୀୟ ମାଈ ବାଛୁରୀଙ୍କୁ (୪ ରୁ ୨୮ ମାସ ପର୍ଯ୍ୟନ୍ତ ) ରିହାତି ଦରରେ ଦାନା ଯୋଗାଇ ଦିଆ ଯାଉଛି।
  5. ପ୍ରାଣୀଧନ ବୀମା ଯୋଜନା : ଏହି ଯୋଜନା ମାଧ୍ୟମରେ ଗାଈ, ମଇଁଷି, ବଳଦ, ଛେଳି, ମେଣ୍ଢାଙ୍କର ରିହାତି ଦରରେ ବୀମା କରା ଯାଇ ପାରୁଛି।
  6. ରାଷ୍ଟ୍ରୀୟ ପୃଷ୍ଟିସାର ଯୋଗାଣ ମିଶନ (NMPS) : ସଘନ ଛେଳି ପାଳନ ପାଇଁ ଚାଷୀ ମାନଙ୍କୁ ଗୁହାଳ ତିଆରି, ଛେଳି, ବୋଦା କ୍ରୟ ଓ କିଛି ପରିମାଣରେ ଖାଦ୍ୟ ଓ ଔଷଧ ପାଇଁ ସହାୟତା ଯୋଗାଇ ଦିଆ ଯାଉଛି। ଏହା ଛଡା ଛେଳି cluster ଚିହ୍ନଟ କରାଯାଇ “goat scout” ମାଧ୍ୟମରେ ୨୦୦୦ ଛେଳିଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆ ଯାଉଛି।
  7. ବ୍ୟବସାୟିକ କୃଷି ଉଦ୍ଯୋଗ : ଏହି ଯୋଜନା ମାଧ୍ୟମରେ ଅଣ୍ଡା ଦିଆ କୁକୁଡା ଫାର୍ମ ଓ ଛେଳି , ମେଣ୍ଢା ଫାର୍ମ କରିବା ପାଇଁ ସର୍ବାଧିକ ୫୦ ଲକ୍ଷ ଟଙ୍କା ରିହାତିର ବ୍ୟବସ୍ଥା ସହିତ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ରାଜ୍ୟକୁ ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ରରେ ସ୍ଵାବଲମ୍ବୀ ହେବାର ପ୍ରୟାସ କରାଯାଉଅଛି।
  8. ଦୁଗ୍ଧ ଉତ୍ପାଦନକାରୀ ଚାଷୀ ଭାଇ, ଭଉଣୀ ମାନଙ୍କୁ ଦୁଗ୍ଧ ସଂଘ ମାଧ୍ୟମରେ ରିହାତି ଦରରେ ମିନେରାଲ ମିକ୍ସଚର ଯୋଗାଇ ଦେବାର ବ୍ୟବସ୍ଥା କରା ଯାଇଅଛି।
  9. ବାଡି ଅଗଣାରେ କୁକୁଡା ପାଳନ : ଏହି ଯୋଜନା ମାଧ୍ୟମରେ ଦାରିଦ୍ର ସୀମାରେଖା ତଳେ ଥିବା ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ରିହାତି ଦରରେ ୨୮ ଦିନିଆ ୪୫ ଗୋଟି ବନରାଜ କୁକୁଡା ଚିଆଁ ୩ ଥରରେ (୨୦ + ୧୫ + ୧୦) ମିଳିଥାଏ।
ସି ଡି ଭି ଓ ସଂଗଠନ ସାରଣୀ

ସି ଡି ଭି ଓ ସଂଗଠନ ସାରଣୀ

ଜିଲ୍ଲା ରେ ବିଭିନ୍ନ ଅନୁଷ୍ଠାନ
ନାମ ପରିମାଣ
ପ୍ରାଣୀ ଚିକିତ୍ସାଳୟ ( ଡିସ୍ପେନସାରି ) ୧୮
ପ୍ରାଣୀ ଚିକିତ୍ସାଳୟ ହସ୍ପିଟାଲ
ପ୍ରାଣୀଧନ ସହାୟକ କେନ୍ଦ୍ର ୧୩୯
କୁତ୍ରିମ ପ୍ରଜଜନ୍ନ କେନ୍ଦ୍ର ୧୨୧
ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ୧୩
ଛେଳି ପ୍ରଜଜନ୍ନ କେନ୍ଦ୍ର ୦୧
ନୈଦାନିକ ଯାଞ୍ଚ ପ୍ରୟୋଗଶାଳା ୦୧
ଗୋମିତ୍ର କେନ୍ଦ୍ର ୩୦
ବାଇଫ କେନ୍ଦ୍ର ୧୦
ଜେ କେ ଟ୍ରଷ୍ଟ କେନ୍ଦ୍ର ୦୧
ପ୍ରତିଷେଧକ ଟୀକା ଦ୍ଵାରା ପ୍ରତିରୋଧ କରା କରାଯାଉଥିବା ରୋଗ
ବୀଜାଣୁ ଜନିତ ଭୂତାଣୁ
ସାହାଣ
ବଜବଜିଆ
ଆନଥ୍ରାସ୍କ
ଏଣ୍ଟେରୋଟୋକସିମିଆ
ଚବକା
ପି ପି ଆର
ଛେଲି ବସନ୍ତ
ରାଣୀ କ୍ଷେତ ବା ଘୁମା ରୋଗ

କାର୍ଯ୍ୟ କ୍ରମ

ପଶୁ ଚିକିତ୍ସା ଶିବିର

ପ୍ରତିଷେଧକ ଟୀକା କରଣ

ପ୍ରତିଷେଧକ ଟୀକା କରଣ

  1. କୃମି ନାଶକ ଔଷଧ ପ୍ରୟୋଗ ପରେ ସଂକ୍ରାମକ ରୋଗର ପ୍ରତିଷେଧକ ଟୀକା କରଣ
  2. ଏହି ପଶୁ ଚିକିତ୍ସା ଶିବିର ଦ୍ଵାରା ପ୍ରାଣୀ ମାନଙ୍କ ଶାରୀରିକ ଓଜନ ଓ ଉତ୍ପାଦ ବୃଦ୍ଧି ଫଳରେ ଗରିବ ଚାଷୀ ଲାଭବାନ ହୋଇଥାନ୍ତି ।

 

 

 

 

ସଚେତନତା ଶିବିର

ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ଶିବିର

ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ଶିବିର

  1. ପ୍ରାଣୀ ସମ୍ପଦ କୁ ପ୍ରଭାବିତ କରୁଥିବା ସାଧାରଣ ରୋଗ ର ପ୍ରତିରୋଧ ଓ ନିୟନ୍ତ୍ରଣ ବିଷୟରେ ସୂଚନା ପ୍ରଦାନ ।
  2. ଗ୍ରୀଷ୍ମ ପ୍ରବାହ , ବନ୍ୟା ଇତ୍ୟାଦି ପ୍ରକୃତିକ ବିପର୍ଯୟ ସମୟରେ ସତର୍କତା / ପ୍ରାରମ୍ଭିକ ବ୍ୟବସ୍ଥା ବିଷୟରେ ସୂଚନା ।
  3. ସନ୍ତୁଳିତ ଆହାର ବିଷୟରେ ସୂଚନା ।
  4. ମୌସୁମୀ ର ବହୁ ପୂର୍ବ ରୁ ପଶୁ ଙ୍କ ଆହାର କୁ ସୁରକ୍ଷା ଦେବା ବିଷୟ ରେ ସୂଚନା

ଜିଲ୍ଲା ଯୋଜନା ଓ ସମୀକ୍ଷା ଶାଖା (ଜି.ଯୋ.ସ.ଶା.)

ଉପକ୍ରମ

ଓଡିଶା ସରକାରଙ୍କ ଦ୍ଵାରା ରାଜ୍ୟରେ ଯୋଜନା କୁ ଗ୍ରାମାଞ୍ଚଳରେ ସଫଳ ରୂପାୟନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଅଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲାରେ ଜିଲ୍ଲା ଯୋଜନା ଓ ସମୀକ୍ଷା ଶାଖା (ଡି.ପି.ଏମ.ୟୁ) କାର୍ଯ୍ୟ।ଳୟ କରାଯାଇଛି । କଳାହାଣ୍ଡି ଡି.ପି.ଏମ.ୟୁ କାର୍ଯ୍ୟ।ଳୟ ୨୦୧୦ ମସିହାରେ ସ୍ଥାପନ କରଯାଇଥିଲା । ଯାହାକି ରାଜ୍ୟ ଯୋଜନା ଏବଂ ପର୍ଯ୍ୟବେକ୍ଷଣ ବିଭାଗ ଅଧୀନରେ ଆସୁଅଛି । ବାର୍ଷିକ ଯୋଜନା ଖସଡା ତିଆରି କରିବା ଏହି କାର୍ଯ୍ୟ।ଳୟର ମୁଖ୍ୟ କାର୍ଯ୍ୟ ଅଟେ ।

ଜିଲ୍ଲା ଯୋଜନା ଏବଂ ସମୀକ୍ଷା ଶାଖାର ଉଦ୍ଦେଶ୍ୟ

  • ଜିଲ୍ଲା ସ୍ତରୀୟ ସମସ୍ତ ତଥ୍ୟ ସଂଗ୍ରହ କରିବା, ଅଧ୍ୟୟନ ଓ ବିଶ୍ଳେଷଣ କରିବା ଏହି ଶାଖା ର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।
  • ସ୍ଥାନୀୟ ଯୋଜନା ଖସଡା କୁ ନିମ୍ନ ସ୍ତରରେ ଦୃଢୀଭୁତ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ, ସହରାଞ୍ଚଳ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ସଚିବ ସ୍ତରୀୟ ବୈଷୟିକ ସହଯୋଗ ପ୍ରଦାନ କରିଥାଏ ।
  • ଜିଲ୍ଲା ଯୋଜନା କମିଟିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ପର୍ଯ୍ୟବେକ୍ଷଣ ଓ ମୂଲ୍ୟାଙ୍କନ ରେ ସାହାଯ୍ୟ କରିଥାଏ ।
  • ବିଭିନ୍ନ ଭିତ୍ତିଭୂମିମୂଳକ କାର୍ଯ୍ୟକ୍ରମ ପାଇଁ ପ୍ରକଳ୍ପ ସୂଚୀ ପ୍ରସ୍ତୁତ କରିବା ସହ ଏହାକୁ ଚିହ୍ନଟ ଏବଂ ସମ୍ପାଦନ କରିବାର କାର୍ଯ୍ୟ କରିଥାଏ । ଏହାର ବିଶେଷ ବିବରଣୀ ପ୍ରସ୍ତୁତ କରିବା ମଧ୍ୟ (ଡି.ପି.ଏମ.ୟୁ) ର ଅନ୍ୟତମ କାର୍ଯ୍ୟ ଅଟେ ।

ଡି.ପି.ଏମ.ୟୁ ର କାର୍ଯ୍ୟାବଳି

ଡି.ପି.ଏମ.ୟୁ ରେ ୩ ଟି ଶାଖା କାର୍ଯ୍ୟରତ ଅଛି

  1. ଯୋଜନା ଶାଖା
    ଏହି ଶାଖା ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦାୟିତ୍ଵବାନ ଅଟେ । ଏହା ସହ ଜିଲ୍ଲାର ସଂଗ୍ରହିତ ଜଳସମ୍ପଦ, ଖଣିଜସମ୍ପଦ, କୁଶଳୀ ଓ ଅଣ କୁଶଳୀ ଇତ୍ୟାଦି କୁ ସଠିକ ଭାବରେ ବିନିଯୋଗ କରିବା ପାଇଁ ପଦକ୍ଷେପ ନେବା ଏହି ଶାଖାର ମୁଖ୍ୟ କାର୍ଯ୍ୟ ଅଟେ ।
  2. ପରିସଂଖ୍ୟାନ ଶାଖା
    ଏହି ଶାଖା ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ତଥ୍ୟସଂଗ୍ରହ ଏବଂ ବିଶ୍ଳେଷଣ କରିବା ପାଇଁ ଦାୟିତ୍ଵବାନ ଅଟେ । ଏହି ତଥ୍ୟ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଯୋଜନା ପ୍ରସ୍ତୁତୀ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସହାୟକ ହୋଇଥାଏ ।
  3. ବିଶ୍ଳେଷନାତ୍ମକ ଶାଖା
    ଏହି ଶାଖା ଜିଲ୍ଲା ଯୋଜନା କମିଟି ସହିତ ଡି.ପି.ଏମ.ୟୁ ର ଦୁଇଟି ଶାଖା (ଯୋଜନା ଓ ପରିସଂଖ୍ୟାନ)କୁ ବିଶ୍ଳେଷନାତ୍ମକ ସହାୟତା ପ୍ରଦାନ କରିଥାଏ ।

ଜିଲ୍ଲା ବ୍ୟାପକ ଯୋଜନା ପ୍ରସ୍ତୁତିକରଣ

ବିଭିନ୍ନ ଜିଲ୍ଲା ସ୍ତରୀୟ ଡି.ପି.ଏମ.ୟୁ ସ୍କିମ କୁ ଆଖି ଆଗରେ ରଖି ଜିଲ୍ଲା ଯୋଜନା ପ୍ରସ୍ତୁତ କରିଥାଏ । ଏହି ଯୋଜନା କୁ ଅଧିକ ଫଳପ୍ରଦ ଏବଂ ପ୍ରାସଙ୍ଗିକ କରିବା ପାଇଁ ଜିଲ୍ଲା ସ୍ତରରେ ବିଭିନ୍ନ ଅଧିକାରୀଙ୍କ ଓ କର୍ମଚାରି ଙ୍କ ସହଯୋଗ ବିଭିନ୍ନ ସ୍କିମ ର ପାଣ୍ଠିକୁ ସଠିକ ଭାବରେ ଖର୍ଚ ଓ ଆବଣ୍ଟନ କରିଥାନ୍ତି ।

 

 ଅଧିକ ଜାଣନ୍ତୁ . . . . .