ବିଭାଗ
ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ
କ୍ର.ନ | ପଦବୀ | ଫୋନ ନମ୍ବର |
---|---|---|
୧ | ସି.ଡି.ଏମ.ଓ . | ୯୪୩୯୯୮୦୦୦୦ |
୨ | ଏ.ଡି.ଏମ.ଓ . (ମେଡି.) | ୯୪୩୯୯୮୦୦୦୧ |
୩ | ଏ.ଡି.ଏମ.ଓ .( ଏଫ ଡବ୍ଲୁ ) | ୯୪୩୯୯୮୦୦୦୨ |
୪ | ଏ.ଡି.ଏମ.ଓ .(ପି. ଏଚ ) | ୯୪୩୯୯୮୦୦୦୭ |
୫ | ଏସ.ଡି.ଏମ.ଓ. | ୯୪୩୯୯୮୦୩୯୬ |
୬ | ଡି.ଏମ-ଆରସିଏଚ | ୯୪୩୯୯୮୦୦୦୯ |
7 | ଏପିଡେମିଓଲୋଜିଷ୍ଟ-ଆଇ.ଡି.ଏସ.ପି | ୯୪୩୯୯୯୪୫୨୨ |
୮ | ଡିଟିଓ | ୯୪୩୯୯୮୦୧୪୨ |
୯ | ଡାକ୍ତରଖାନା ପରିଚାଳକ | ୯୪୩୯୯୮୦୦୦୪ |
୧୦ | ଡି.ପି.ଏମ | ୯୪୩୯୯୮୦୦୦୮ |
୧୧ | ଦାମ | ୯୪୩୯୯୮୦୦୦୬ |
୧୨ | ଡି.ଡି.ଏମ | ୯୪୩୯୯୮୦୦୦୩ |
୧୩ | ଡ ଏ ସି | ୯୪୩୯୯୯୮୩୨୩ |
୧୪ | ଡି ଭି ଏଲ ଏମ | ୯୪୩୯୯୯୪୫୧୧ |
୧୫ | ଭି.ବି.ଡି କନ୍ସଲଟାଣ୍ଟ | ୯୪୩୯୯୮୯୯୪୪ |
୧୬ | ଡି.ଇ.ଓ -ଆଇ.ଡି.ଏସ.ପି | ୯୪୩୯୯୮୦୩୪୮ |
୧୭ | ଏ.ଏମ.-ଜି.କେ.ଏସ. | ୯୪୩୯୯୮୦୩୩୩ |
୧୮ | ଡି.ଇ.ଓ-ଡି.ଡି.ଏମ. ସହାୟକ | ୯୪୩୯୯୮୦୩୬୮ |
୧୯ | କାର୍ଯ୍ୟକ୍ରମ ସଂଯୁକ୍ତ – ଜିଲ୍ଲା | ୯୪୩୯୯୮୦୪୨୧ |
୨୦ | ଏସ.ଆଇ | ୯୪୩୯୯୯୮୩୨୧ |
୨୧ | ଡାଟା ପରିଚାଳକ-ଆଇ.ଡି.ଏସ.ପି | ୯୪୩୯୯୮୦୩୪୫ |
୨୨ | ଡି.ପି.ଏମ.ଇଉ ଏକାଉନଟାନ୍ଟ | ୯୪୩୯୯୯୪୫୧୦ |
୨୩ | କାର୍ଯ୍ୟାଳୟ ସହାୟକ | ୯୪୩୯୯୮୦୦୧୩ |
୨୪ | କୋଲ୍ଡ ଚୈନ ଟେକ୍ନିସିଆନ | ୯୪୩୯୯୮୦୦୧୧ |
୨୫ | କନିଷ୍ଠ ଯନ୍ତ୍ରି | ୯୪୩୯୯୯୦୧୬୬ |
୨୬ | ଫଅର୍ମାସିଷ୍ଟ- କେନ୍ଦିୟ ଭଣ୍ଡାର | ୯୪୩୯୯୯୪୯୭୮ |
୨୭ | ଡି.ପି.ଏଚ.ସି.ଓ. | ୯୪୩୯୯୮୦୦୧୦ |
୨୮ | କାର୍ଯ୍ୟାଳୟ ସହାୟକ | ୯୪୩୯୯୮୦୧୫୬ |
କ୍ର.ନ | ଏଲ.ଏଚ.ଭି. | ଫୋନ ନମ୍ବର |
---|---|---|
୧ | ବନ ପୁର | ୮୮୯୫୦୮୮୮୯୫ |
୨ | ବୋର୍ଡ | ୯୪୩୯୯୮୦୨୦୯ |
୩ | ଚପୁରିଆ | ୯୪୩୯୯୮୦୩୯୭ |
୪ | ଜୟପାଟଣା | ୯୪୩୯୯୮୦୧୪୦ |
୫ | ଜୁନାଗଡ | ୯୪୩୯୯୮୦୧୭୭ |
୬ | କଳମପୁର | ୯୪୩୯୯୮୦୧୪୩ |
୭ | କରଲାମୁଣ୍ଡା | ୯୪୩୯୯୮୦୪୮୮ |
୮ | କୋକସରା | ୯୪୩୯୯୯୮୨୭୭ |
୯ | ମ .ରାମପୁର | ୯୪୩୯୯୮୦୦୭୫ |
୧୦ | ନର୍ଲା | ୯୪୩୯୯୮୦୧୦୨ |
୧୧ | ପାର୍ଲ | ୯୪୩୯୯୮୦୪୩୬ |
୧୨ | ପଶ୍ଟିକୁଡ଼ି | ୯୪୩୯୯୮୦୦୩୨ |
୧୩ | ଥ .ରାମପୁର | ୮୬୫୮୧୭୫୯୯୮ |
୧୪ | ପି.ପି.ସି. ଭବାନୀପାଟଣା | ୮୭୬୩୬୩୭୩୧୧ |
୧୫ | ପି.ପି.ସି. ଧର୍ମଗଡ଼ | ୮୪୫୭୮୮୬୨୨୯ |
୧୬ | ପି.ପି.ସି. ଜୁନାଗଡ | ୯୪୩୯୯୮୦୨୯୩ |
କ୍ର.ନ | ଚିକିତ୍ସାଳୟ | ଫୋନ ନମ୍ବର | ପଦବୀ |
---|---|---|---|
୧ | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା | ୯୪୩୯୯୮୦୦୦୧ | ଏ.ଡି.ଏମ.ଓ . (ମେଡି.) |
୨ | ଜିଲ୍ଲା ଉପ ଚିକିତ୍ସାଳୟ ଧର୍ମଗଡ | ୯୪୩୯୯୮୦୩୯୬ | ଏସ.ଡି.ଏମ.ଓ. |
୩ | ଶରକାରୀ TB ଚିକିତ୍ସାଳୟ ଉଦିତନାରାୟଣପୁର | 9437340653 | ସୁପରିଟେନଡେନଟ |
୪ | ଗୋଷ୍ଠୀ ଚିକିତ୍ସାଳୟ ବୋର୍ଡା | ୯୪୩୯୯୮୦୧୭୫ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୫ | ଗୋଷ୍ଠୀ ଚିକିତ୍ସାଳୟ ପର୍ଲା | ୯୪୩୯୯୮୦୪୨୩ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୬ | ଗୋଷ୍ଠୀ ଚିକିତ୍ସାଳୟ ଜୟପଟଣା | ୯୪୩୯୯୮୦୧୩୪ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୭ | ଗୋଷ୍ଠୀ ଚିକିତ୍ସାଳୟ ଚପୁରିଆ | ୯୪୩୯୯୧୮୫୪୮ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୮ | ଗୋଷ୍ଠୀ ଚିକିତ୍ସାଳୟ ଜୁନାଗଡ | ୯୪୩୯୯୮୦୨୬୦ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୯ | ଗୋଷ୍ଠୀ ଚିକିତ୍ସାଳୟ ଚିଲିଗୁଡା | ୭୦୦୮୦୩୭୯୮୫ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୯ | ଗୋଷ୍ଠୀ ଚିକିତ୍ସାଳୟ କଲମପୁର | ୯୪୩୯୯୮୦୧୩୫ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୦ | ଗୋଷ୍ଠୀ ଚିକିତ୍ସାଳୟ କର୍ଲାମୁଣ୍ଡା | ୯୪୩୯୯୮୦୪୫୮ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୧ | ଗୋଷ୍ଠୀ ଚିକିତ୍ସାଳୟ ପାସ୍ତିକୁଡି | ୯୪୩୯୯୮୦୦୧୨ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୨ | ଗୋଷ୍ଠୀ ଚିକିତ୍ସାଳୟ କେସିଙ୍ଗା | ୯୪୩୯୯୮୦୦୨୬ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୩ | ଗୋଷ୍ଠୀ ଚିକିତ୍ସାଳୟ କୋକସରା | ୯୪୩୯୯୯୮୨୬୮ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୪ | ଗୋଷ୍ଠୀ ଚିକିତ୍ସାଳୟ ବିଶ୍ଵନାଥପୁର | ୯୪୩୯୯୮୦୩୨୧ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୫ | ଗୋଷ୍ଠୀ ଚିକିତ୍ସାଳୟ ଲାଞ୍ଜିଗଡ | ୮୯୮୪୬୯୮୪୭୨ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୬ | ଗୋଷ୍ଠୀ ଚିକିତ୍ସାଳୟ ମଦନପୁର ରାମପୁର | ୯୪୩୯୯୮୦୦୫୬ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୭ | ଗୋଷ୍ଠୀ ଚିକିତ୍ସାଳୟ ନର୍ଲା | ୯୪୩୯୯୮୦୦୮୭ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
୧୮ | ଗୋଷ୍ଠୀ ଚିକିତ୍ସାଳୟ ଥୁଆମୂଳ ରାମପୁର | ୯୪୩୯୯୮୦୪୯୦ | ଦାଇତ୍ବ ରେ ଥିବା ଚିକିତ୍ସା ଅଧିକାରୀ |
ଲକ୍ଷ୍ୟ ଏବଂ ଅଭିପ୍ରାୟ :
ଏହା ର ଲକ୍ଷ୍ୟ ଏବଂ ଅଭିପ୍ରାୟ ହେଉଛି କଳାହାଣ୍ଡି ମଣ୍ଡଳ ର ବିଦ୍ୟାଳୟ ରେ ଉଚ୍ଚ କୋଠିର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସେକେଣ୍ଡାରୀ ବିଦ୍ୟାଳୟ ର ସଂସ୍ଥାପଙ୍କୁ କୁ ମଧ୍ୟ ନିୟନ୍ତ୍ରଣ କରୁଛି ।
ଉଦେଶ୍ୟ ଓ ଦ୍ରୁଷ୍ଟି କୋଣ :
- ଶିକ୍ଷା ର ସାର୍ବଭୌମିକ ଲକ୍ଷ ହାସଲ କରିବା ।
- ବିଦ୍ୟାଳୟର ପାଠପଢା ଅଧା ରୁ ଛାଡିବା କୁ ବନ୍ଦ କରିବା ।
- ବିଦ୍ୟାଳୟର ଭିତ୍ତି ଭୂମି ବିକାଶ ।
- ଚାକିରି କାଳ ସମୟରେ ବିବିନ୍ନ ପ୍ରଶିକ୍ଷଣ ଦ୍ଵାରା ଶିକ୍ଷକ ମାନଙ୍କର ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି କରିବା ।
- ୬ ରୁ ୧୪ ବର୍ଷ ବୟସ ର ପିଲାମାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଇଦେବା ।
ସଂକ୍ଷିପ୍ତ ଇତିହାସ ଓ ପୃଷ୍ଠଭୂମି
କଳାହାଣ୍ଡି ଶିକ୍ଷା ମଣ୍ଡଳ ୧୪.୮.୧୯୭୫ ଠାରୁ କଳାହାଣ୍ଡି ଓ ନୂଆପଡା ଜିଲ୍ଲା କୁ ନେଇ ଗଠିତ ।ବର୍ତ୍ତମାନ ଦୁଇଟି ସଜସ୍ଵ ଜିଲ୍ଲା , କଳାହାଣ୍ଡି ଓ ନୂଆପଡା ର ୪୩୩ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରୁଛି ।
ନାଗରିକ ସମ୍ପର୍କ
ନିୟମ ଅନୁଯାଇ ପି. ଟି. ଏ. , ଏମ. , ବିଦ୍ୟାଳୟ କମିଟି ଗଠନ କରାଯାଇଛି । ଉତ୍ତମ ଶିକ୍ଷା ର ଉରନ୍ନତି ପାଇଁ ଅଭିଭାବକ ମାନଙ୍କ ସଙ୍ଗେ ବିଭିନ୍ନ ବୈଠକ କରାହୁଏ ।
ମୁଖ୍ୟ କାର୍ଯ୍ୟାଳୟ ର ଡାକ ଠିକଣା
ପ. ଭବାନୀପାଟଣା
ଜି. କଳାହାଣ୍ଡି
କାର୍ଯ୍ୟାଳୟ ର କାର୍ଯ୍ୟ କରିବା ସମୟ
ସକାଳ ୧୦ ଘଟିକା ରୁ ସନ୍ଧ୍ଯା ୫ ଘଟିକା ପର୍ଯ୍ୟନ୍ତ । ଅଧ ଘଣ୍ଟା ମଧ୍ୟାନ ଭୋଜନ ବିରତି । ଖରା ଦିନେ ସକାଳ ୭ ଘଟିକା ରୁ ଅପରାହ୍ନ ୧ ଘଟିକା , କୌଣସି ବିରତି ବିନା ।
ସର୍ବଶିକ୍ଷା ଅଭିଯାନ , କଳାହାଣ୍ଡି
ବର୍ତ୍ତମାନ ର ପ୍ରଶାସନିକ ବିଭାଗ :
- ଉପ – ଯୋଜନା ଅନର୍ଗତ ଗୋଷ୍ଠୀ – ୦୨ ( ଲାଞ୍ଜିଗଡ ଓ ଥୁଆମୂଳ ରାମପୁର )
- ବି ଇ ଓ କର୍ଜୟାଳୟ ସଂଖ୍ୟା : ୧୩
- ବି ଆର ସି ଏସ ସଂଖ୍ୟା : ୧୩
- ସି ଆର ସି ଏସ ସଂଖ୍ୟା :୨୦୫
- ଜନସଂଖ୍ୟା ସାନ୍ଦ୍ରତା : ୧୬୯
- ଳିଙ୍ଗ ଅନୁପାତ : ୧୦୦୦
- ସହର ଲୋକସଂଖ୍ୟା ର ପ୍ରତିଶତ : ୬.୯୧ , ୱାର୍ଡ ସଂଖ୍ୟା :୩୯
ପ୍ରାଣୀ ସମ୍ପଦ ବିଭିନ୍ନ କାର୍ଯ୍ୟକ୍ରମ
ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଆଭିମୁଖ୍ୟ
- ଗ୍ରାମ୍ୟ ଅର୍ଥନୀତି ର ବିକାଶ ପାଇଁ ପ୍ରାଣୀ ସମ୍ପଦ ଦ୍ଵାରା ଲୋକଙ୍କୁ ନିରନ୍ତର ଜୀବନ ଜୀବିକା ନିର୍ବାହ ଓ ଅର୍ଥ ଉପାର୍ଜନ ପାଇଁ ସୁଯୋଗ ସ୍ତୃଷ୍ଟି କରିବା ।
- ଚାଷୀ ର ଦ୍ଵାର ଦେଶରେ ଉତ୍ତମ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ।
- ବାଡି ଅଗଣା ରେ କୁକୁଡା ଚାଷ କୁ ଗ୍ରାମାଞ୍ଚଳ ରେ ଅଧିକ ଜନପ୍ରିଯ କରିବା ।
- ସ୍ୱଳ୍ପ ଖର୍ଚ ରେ ଦୁଗ୍ଧ ଚାଷ ପାଇଁ ଗାଈ ଗୋରୁ ଙ୍କୁ ଖାଦ୍ୟ ଉପଲବ୍ଧ କରିବା ।
- ଆତ୍ମନିର୍ଭରଶୀଳ ହେବା ପାଇଁ ଅଧିକ କ୍ଷୀର , ମାଂସ ଓ ଅଣ୍ଡା ଉତ୍ପାଦନ କରିବା ।
- ପ୍ରତି ମୁଣ୍ଡ ପିଛା କ୍ଷୀର , ମାଂସ , ଅଣ୍ଡା ଓ କୁକୁଡା ମାଂସ ଉପଲବ୍ଧ କରିବା ।
- କ୍ଷୁଦ୍ର , ମଧ୍ୟମ ଓ ଭୂମିହୀନ ଚାଷୀ ପାଇଁ ଦୁଗ୍ଦ ବ୍ୟବସାୟ କରି ଜୀବନ ଜୀବିକା ନିର୍ବାହ ନିମିତ୍ତ ଆର୍ଥିକ ସମ୍ବନ୍ଧ କୁ ଦୃଢୀଭୂତ କରିବା
- ପ୍ରାଣୀ ଯଥା ଛେଳି, ମେଣ୍ଢା ,ଘୁଷୁରି ଓ କୁକୁଡା ପ୍ରଭୃତି ଙ୍କ ଉତ୍ପାଦ ବୃଦ୍ଧି ପାଇଁ ଚାଷୀ ମାନଙ୍କୁ ସମର୍ଥ କରିବା
ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା
- ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା : ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ୧୦ ଜୁଲାଇ ୨୦୧୧ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ର ଜୟପୁର ଠାରେ ଶୁଭାରମ୍ଭ କରି ଥିଲେ ।
- ପ୍ରତ୍ୟେକ ବ୍ଲକରେ ମାସକୁ ୨୦ ଦିନ ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ଦୁର୍ଗମ୍ୟ ଅଞ୍ଚଳ ରେ ଯୋଗାଇ ଦିଆ ଯାଉଛି। ଏହା ଦ୍ଵାରା ଚାଷୀ ଭାଇ ମାନେ ନିଜ ଅଞ୍ଚଳରେ ଓ ନିଜ ଘର ପାଖରେ ସମସ୍ତ ସେବା ପାଇ ପାରୁଛନ୍ତି।
- ଦୁଗ୍ଧଶାଳା ର ବ୍ୟବସାଇକରଣ କୁ ଉତ୍ସାହିତ କରିବା (PDE/DEDS) : ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ ୨- ୧୦ ଗୋଟି ଶଙ୍କର ଜାତୀୟ ଗାଈ/ ମଇଁଷି ପାଇଁ ବ୍ୟାଙ୍କ ସହାୟତାରେ ଋଣ କରି ୨୫- ୩୩% ରିହାତି ପାଇ ପାରିବେ। ସବିଶେଷ ବିବରଣୀ ପାଇଁ ଆଗ୍ରହୀ ଚାଷୀ ଭାଇ/ ଭଉଣୀ ମାନେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସହିତ ଯୋଗାଯୋଗ କରନ୍ତୁ।
- ବାଛୁରୀ ପାଳନ କାର୍ଯ୍ୟକ୍ରମ (CRP) : ଶଙ୍କର ଜାତୀୟ ମାଈ ବାଛୁରୀଙ୍କୁ (୪ ରୁ ୨୮ ମାସ ପର୍ଯ୍ୟନ୍ତ ) ରିହାତି ଦରରେ ଦାନା ଯୋଗାଇ ଦିଆ ଯାଉଛି।
- ପ୍ରାଣୀଧନ ବୀମା ଯୋଜନା : ଏହି ଯୋଜନା ମାଧ୍ୟମରେ ଗାଈ, ମଇଁଷି, ବଳଦ, ଛେଳି, ମେଣ୍ଢାଙ୍କର ରିହାତି ଦରରେ ବୀମା କରା ଯାଇ ପାରୁଛି।
- ରାଷ୍ଟ୍ରୀୟ ପୃଷ୍ଟିସାର ଯୋଗାଣ ମିଶନ (NMPS) : ସଘନ ଛେଳି ପାଳନ ପାଇଁ ଚାଷୀ ମାନଙ୍କୁ ଗୁହାଳ ତିଆରି, ଛେଳି, ବୋଦା କ୍ରୟ ଓ କିଛି ପରିମାଣରେ ଖାଦ୍ୟ ଓ ଔଷଧ ପାଇଁ ସହାୟତା ଯୋଗାଇ ଦିଆ ଯାଉଛି। ଏହା ଛଡା ଛେଳି cluster ଚିହ୍ନଟ କରାଯାଇ “goat scout” ମାଧ୍ୟମରେ ୨୦୦୦ ଛେଳିଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆ ଯାଉଛି।
- ବ୍ୟବସାୟିକ କୃଷି ଉଦ୍ଯୋଗ : ଏହି ଯୋଜନା ମାଧ୍ୟମରେ ଅଣ୍ଡା ଦିଆ କୁକୁଡା ଫାର୍ମ ଓ ଛେଳି , ମେଣ୍ଢା ଫାର୍ମ କରିବା ପାଇଁ ସର୍ବାଧିକ ୫୦ ଲକ୍ଷ ଟଙ୍କା ରିହାତିର ବ୍ୟବସ୍ଥା ସହିତ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ରାଜ୍ୟକୁ ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ରରେ ସ୍ଵାବଲମ୍ବୀ ହେବାର ପ୍ରୟାସ କରାଯାଉଅଛି।
- ଦୁଗ୍ଧ ଉତ୍ପାଦନକାରୀ ଚାଷୀ ଭାଇ, ଭଉଣୀ ମାନଙ୍କୁ ଦୁଗ୍ଧ ସଂଘ ମାଧ୍ୟମରେ ରିହାତି ଦରରେ ମିନେରାଲ ମିକ୍ସଚର ଯୋଗାଇ ଦେବାର ବ୍ୟବସ୍ଥା କରା ଯାଇଅଛି।
- ବାଡି ଅଗଣାରେ କୁକୁଡା ପାଳନ : ଏହି ଯୋଜନା ମାଧ୍ୟମରେ ଦାରିଦ୍ର ସୀମାରେଖା ତଳେ ଥିବା ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ରିହାତି ଦରରେ ୨୮ ଦିନିଆ ୪୫ ଗୋଟି ବନରାଜ କୁକୁଡା ଚିଆଁ ୩ ଥରରେ (୨୦ + ୧୫ + ୧୦) ମିଳିଥାଏ।

ସି ଡି ଭି ଓ ସଂଗଠନ ସାରଣୀ
ନାମ | ପରିମାଣ |
---|---|
ପ୍ରାଣୀ ଚିକିତ୍ସାଳୟ ( ଡିସ୍ପେନସାରି ) | ୧୮ |
ପ୍ରାଣୀ ଚିକିତ୍ସାଳୟ ହସ୍ପିଟାଲ | ୩ |
ପ୍ରାଣୀଧନ ସହାୟକ କେନ୍ଦ୍ର | ୧୩୯ |
କୁତ୍ରିମ ପ୍ରଜଜନ୍ନ କେନ୍ଦ୍ର | ୧୨୧ |
ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା | ୧୩ |
ଛେଳି ପ୍ରଜଜନ୍ନ କେନ୍ଦ୍ର | ୦୧ |
ନୈଦାନିକ ଯାଞ୍ଚ ପ୍ରୟୋଗଶାଳା | ୦୧ |
ଗୋମିତ୍ର କେନ୍ଦ୍ର | ୩୦ |
ବାଇଫ କେନ୍ଦ୍ର | ୧୦ |
ଜେ କେ ଟ୍ରଷ୍ଟ କେନ୍ଦ୍ର | ୦୧ |
ବୀଜାଣୁ ଜନିତ | ଭୂତାଣୁ |
---|---|
ସାହାଣ ବଜବଜିଆ ଆନଥ୍ରାସ୍କ ଏଣ୍ଟେରୋଟୋକସିମିଆ |
ଚବକା ପି ପି ଆର ଛେଲି ବସନ୍ତ ରାଣୀ କ୍ଷେତ ବା ଘୁମା ରୋଗ |
କାର୍ଯ୍ୟ କ୍ରମ
ପଶୁ ଚିକିତ୍ସା ଶିବିର

ପ୍ରତିଷେଧକ ଟୀକା କରଣ
- କୃମି ନାଶକ ଔଷଧ ପ୍ରୟୋଗ ପରେ ସଂକ୍ରାମକ ରୋଗର ପ୍ରତିଷେଧକ ଟୀକା କରଣ
- ଏହି ପଶୁ ଚିକିତ୍ସା ଶିବିର ଦ୍ଵାରା ପ୍ରାଣୀ ମାନଙ୍କ ଶାରୀରିକ ଓଜନ ଓ ଉତ୍ପାଦ ବୃଦ୍ଧି ଫଳରେ ଗରିବ ଚାଷୀ ଲାଭବାନ ହୋଇଥାନ୍ତି ।
ସଚେତନତା ଶିବିର

ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ଶିବିର
- ପ୍ରାଣୀ ସମ୍ପଦ କୁ ପ୍ରଭାବିତ କରୁଥିବା ସାଧାରଣ ରୋଗ ର ପ୍ରତିରୋଧ ଓ ନିୟନ୍ତ୍ରଣ ବିଷୟରେ ସୂଚନା ପ୍ରଦାନ ।
- ଗ୍ରୀଷ୍ମ ପ୍ରବାହ , ବନ୍ୟା ଇତ୍ୟାଦି ପ୍ରକୃତିକ ବିପର୍ଯୟ ସମୟରେ ସତର୍କତା / ପ୍ରାରମ୍ଭିକ ବ୍ୟବସ୍ଥା ବିଷୟରେ ସୂଚନା ।
- ସନ୍ତୁଳିତ ଆହାର ବିଷୟରେ ସୂଚନା ।
- ମୌସୁମୀ ର ବହୁ ପୂର୍ବ ରୁ ପଶୁ ଙ୍କ ଆହାର କୁ ସୁରକ୍ଷା ଦେବା ବିଷୟ ରେ ସୂଚନା
ଜିଲ୍ଲା ଯୋଜନା ଓ ସମୀକ୍ଷା ଶାଖା (ଜି.ଯୋ.ସ.ଶା.)
ଉପକ୍ରମ
ଓଡିଶା ସରକାରଙ୍କ ଦ୍ଵାରା ରାଜ୍ୟରେ ଯୋଜନା କୁ ଗ୍ରାମାଞ୍ଚଳରେ ସଫଳ ରୂପାୟନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଅଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲାରେ ଜିଲ୍ଲା ଯୋଜନା ଓ ସମୀକ୍ଷା ଶାଖା (ଡି.ପି.ଏମ.ୟୁ) କାର୍ଯ୍ୟ।ଳୟ କରାଯାଇଛି । କଳାହାଣ୍ଡି ଡି.ପି.ଏମ.ୟୁ କାର୍ଯ୍ୟ।ଳୟ ୨୦୧୦ ମସିହାରେ ସ୍ଥାପନ କରଯାଇଥିଲା । ଯାହାକି ରାଜ୍ୟ ଯୋଜନା ଏବଂ ପର୍ଯ୍ୟବେକ୍ଷଣ ବିଭାଗ ଅଧୀନରେ ଆସୁଅଛି । ବାର୍ଷିକ ଯୋଜନା ଖସଡା ତିଆରି କରିବା ଏହି କାର୍ଯ୍ୟ।ଳୟର ମୁଖ୍ୟ କାର୍ଯ୍ୟ ଅଟେ ।
ଜିଲ୍ଲା ଯୋଜନା ଏବଂ ସମୀକ୍ଷା ଶାଖାର ଉଦ୍ଦେଶ୍ୟ
- ଜିଲ୍ଲା ସ୍ତରୀୟ ସମସ୍ତ ତଥ୍ୟ ସଂଗ୍ରହ କରିବା, ଅଧ୍ୟୟନ ଓ ବିଶ୍ଳେଷଣ କରିବା ଏହି ଶାଖା ର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।
- ସ୍ଥାନୀୟ ଯୋଜନା ଖସଡା କୁ ନିମ୍ନ ସ୍ତରରେ ଦୃଢୀଭୁତ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ, ସହରାଞ୍ଚଳ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ସଚିବ ସ୍ତରୀୟ ବୈଷୟିକ ସହଯୋଗ ପ୍ରଦାନ କରିଥାଏ ।
- ଜିଲ୍ଲା ଯୋଜନା କମିଟିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ପର୍ଯ୍ୟବେକ୍ଷଣ ଓ ମୂଲ୍ୟାଙ୍କନ ରେ ସାହାଯ୍ୟ କରିଥାଏ ।
- ବିଭିନ୍ନ ଭିତ୍ତିଭୂମିମୂଳକ କାର୍ଯ୍ୟକ୍ରମ ପାଇଁ ପ୍ରକଳ୍ପ ସୂଚୀ ପ୍ରସ୍ତୁତ କରିବା ସହ ଏହାକୁ ଚିହ୍ନଟ ଏବଂ ସମ୍ପାଦନ କରିବାର କାର୍ଯ୍ୟ କରିଥାଏ । ଏହାର ବିଶେଷ ବିବରଣୀ ପ୍ରସ୍ତୁତ କରିବା ମଧ୍ୟ (ଡି.ପି.ଏମ.ୟୁ) ର ଅନ୍ୟତମ କାର୍ଯ୍ୟ ଅଟେ ।
ଡି.ପି.ଏମ.ୟୁ ର କାର୍ଯ୍ୟାବଳି
ଡି.ପି.ଏମ.ୟୁ ରେ ୩ ଟି ଶାଖା କାର୍ଯ୍ୟରତ ଅଛି
- ଯୋଜନା ଶାଖା
ଏହି ଶାଖା ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦାୟିତ୍ଵବାନ ଅଟେ । ଏହା ସହ ଜିଲ୍ଲାର ସଂଗ୍ରହିତ ଜଳସମ୍ପଦ, ଖଣିଜସମ୍ପଦ, କୁଶଳୀ ଓ ଅଣ କୁଶଳୀ ଇତ୍ୟାଦି କୁ ସଠିକ ଭାବରେ ବିନିଯୋଗ କରିବା ପାଇଁ ପଦକ୍ଷେପ ନେବା ଏହି ଶାଖାର ମୁଖ୍ୟ କାର୍ଯ୍ୟ ଅଟେ । - ପରିସଂଖ୍ୟାନ ଶାଖା
ଏହି ଶାଖା ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ତଥ୍ୟସଂଗ୍ରହ ଏବଂ ବିଶ୍ଳେଷଣ କରିବା ପାଇଁ ଦାୟିତ୍ଵବାନ ଅଟେ । ଏହି ତଥ୍ୟ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଯୋଜନା ପ୍ରସ୍ତୁତୀ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସହାୟକ ହୋଇଥାଏ । - ବିଶ୍ଳେଷନାତ୍ମକ ଶାଖା
ଏହି ଶାଖା ଜିଲ୍ଲା ଯୋଜନା କମିଟି ସହିତ ଡି.ପି.ଏମ.ୟୁ ର ଦୁଇଟି ଶାଖା (ଯୋଜନା ଓ ପରିସଂଖ୍ୟାନ)କୁ ବିଶ୍ଳେଷନାତ୍ମକ ସହାୟତା ପ୍ରଦାନ କରିଥାଏ ।
ଜିଲ୍ଲା ବ୍ୟାପକ ଯୋଜନା ପ୍ରସ୍ତୁତିକରଣ
ବିଭିନ୍ନ ଜିଲ୍ଲା ସ୍ତରୀୟ ଡି.ପି.ଏମ.ୟୁ ସ୍କିମ କୁ ଆଖି ଆଗରେ ରଖି ଜିଲ୍ଲା ଯୋଜନା ପ୍ରସ୍ତୁତ କରିଥାଏ । ଏହି ଯୋଜନା କୁ ଅଧିକ ଫଳପ୍ରଦ ଏବଂ ପ୍ରାସଙ୍ଗିକ କରିବା ପାଇଁ ଜିଲ୍ଲା ସ୍ତରରେ ବିଭିନ୍ନ ଅଧିକାରୀଙ୍କ ଓ କର୍ମଚାରି ଙ୍କ ସହଯୋଗ ବିଭିନ୍ନ ସ୍କିମ ର ପାଣ୍ଠିକୁ ସଠିକ ଭାବରେ ଖର୍ଚ ଓ ଆବଣ୍ଟନ କରିଥାନ୍ତି ।