ଭବାନୀପାଟଣା
ନିର୍ଦ୍ଦେଶଭବାନୀପାଟଣା ଜିଲ୍ଲା ର ମୁଖ୍ୟ ପ୍ରଶାଶନିକ କେନ୍ଦ୍ର । ଭବାନୀପାଟଣା ଠାରୁ ବିଭିନ୍ନ ପସନ୍ଦ ସ୍ଥାନ କୁ ଯାଇହେବ ଯାହା କି ଟୁରିଷ୍ଟ ମାନଚିତ୍ର ରେ ଦର୍ଶା ଯାଇଅଛି । କର୍ଲା ପାଟ ଅଭୟାରଣ୍ୟ, ଜଳ ପ୍ରପାତ , ଗୁଡାହାଣ୍ଡି , ଡୋକରିଚଞ୍ଚରା , ଜୁନାଗଡ ଇତ୍ୟାଦି ଯାହା ପସନ୍ଦ ସ୍ଥାନ ପୃଷ୍ଠା ରେ ଦର୍ଶା ଯାଇଛି । ମା ମାଣିକେଶ୍ବରୀ କଳାହାଣ୍ଡି ର ଆରାଧ୍ୟ ଦେବୀ , ତାଙ୍କ ମନ୍ଦିର ଭବାନୀପାଟଣା ର ମୁଖ୍ୟ ଆକର୍ଷଣ ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ରାୟପୁର , ଭୁବନେଶ୍ବର, ବିଶାଖାପାଟଣା ହେଉଛି ପାଖ ଉଡା ଜାହାଜ ବନ୍ଦର ।
ରେଳଗାଡ଼ିରେ
ଭବାନୀପାଟଣା , କେସିଙ୍ଗା
ସଡ଼କ ପଥରେ
ଏନଏଚ ୨୬ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ,ରାଇପୁର ଓ ବିଶାଖାପାଟଣା ସହିତ ଯୋଗା ଯୋଗ ଅଛି ।